ତ୍ରିପୁରାରେ ଗିରଫ ହୋଇଥିବା ୨ ଓଡ଼ିଆ ସାମ୍ବାଦିକାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଜାମିନ ମିଳିଛି। ସାଂପ୍ରଦାୟିକ ଉତ୍ତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଦୁଇ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିଲା। ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନିଆ ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ବର୍ଣ୍ଣ ଝା। ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସମ୍ପତ୍ତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି। କୁହାଯାଉଛି ଯେ, … Continue reading ତ୍ରିପୁରାରେ ଗିରଫ ହୋଇଥିବା ୨ ଓଡ଼ିଆ ସାମ୍ବାଦିକାଙ୍କୁ ମିଳିଲା ଜାମିନ